କମିବ କୋଭିସିଲଡ୍ ଟିକାର ମାତ୍ରା ବ୍ୟବଧାନ: ନିଷ୍ପତ୍ତି ଖୁବଶୀଘ୍ର

ନୂଆଦିଲ୍ଲୀ : କୋଭିସିଲ୍ଡର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନକୁ କମାଇବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏ ପ୍ରସଙ୍ଗରେ ଖୁବଶୀଘ୍ର ଟାକା ସମ୍ପର୍କିତ ଜାତୀୟ ବୈଷୟିକ ପରାମର୍ଶଦାତା କମିଟିର ବୈଠକରେ ଆଲୋଚନା କରାଯିବ। କମିଟିର ସୁପାରିଶ ଆସିବା ପରେ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ସରକାରଙ୍କ କୋଭିଡ୍-୧୯ କାର୍ଯ୍ୟଗୋଷ୍ଠୀର ଅଧ୍ୟକ୍ଷ ଡ.ଏନ.କେ. ଆରୋରା କହିଥିଲେ ଯେ ସରକାର ଦୁଇଟି କୋଭିସିଲଡ ମାତ୍ରା … Continue reading କମିବ କୋଭିସିଲଡ୍ ଟିକାର ମାତ୍ରା ବ୍ୟବଧାନ: ନିଷ୍ପତ୍ତି ଖୁବଶୀଘ୍ର